ଫରକ
ଫରକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଫର୍କ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ଫର୍କ)[ସମ୍ପାଦନା]
- ୧. ଦୂରତ୍ୱ — ୧. Distance; interval.
- ୨. ବିଭିନ୍ନତା; ପାର୍ଥକ୍ୟ, ପ୍ରଭେଦ — ୨. Difference; discrepancy.
ବିଶେଷଣ -[ସମ୍ପାଦନା]
- ୧. ବିଭିନ୍ନ — ୧. Different; discrepant.
- ୨. ଅଲଗା; ପୃଥକ୍ —୨. Separate; distinct.
- ୩. ଦୂର —୩. Distinct.