ଫରଦ
ଫରଦ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଫର୍ଦ୍ଦ, ଫର୍ଦଅନ୍ୟରୂପ
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫର୍ଦ=ଏକ ସଂଖ୍ୟା)[ସମ୍ପାଦନା]
- ୧. କାଗଜ ବା ଲୁଗାର ଏକ ଖଣ୍ଡ — ୧. A piece or standard sheet of cloth or paper.
[ଦ୍ରଷ୍ଟବ୍ୟ —୨୫: ଫରଦ କାଗଜରେ ୧ଦସ୍ତା ଓ ୨ ଦିସ୍ତାରେ ୧ରିମ୍ ହୁଏ, ଏକଖଣ୍ଡ ସାଲକୁ ମଧ୍ୟ ଏକ ଫରଦ ସାଇ ବୋଲାଯାଏ]
- ୨. ଢାଲିକା —୨. List; inventory; catalogue.
ଏ ଦରବାରର ଆସନ ଫରଦ ଚିତ୍ରଗୁପ୍ତ ପାଞ୍ଜି କରିଦେବ ରଦ ରାଧାନାଥ, ଦରବାର