Jump to content

ବଂଶିକା

ଉଇକିଅଭିଧାନ‌ରୁ

ବଂଶିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବଂଶିକ+ଆ)

[ସମ୍ପାଦନା]

ବଂଶିକର ସ୍ତ୍ରୀଲିଙ୍ଗ — The feminine of Baṁṡika.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବଂଶ+କ+ସ୍ତ୍ରୀ. ଆ)—ବଂଶୀ — ୧. Flute; fife.
୨. ପିପ୍ପଳୀ (ହିନ୍ଦୀ - ଶ) —୨. Long pepper.
୩. ଆଗୁରୁ କାଠ (ହିନ୍ଦୀ - ଶ) — ୩. Agallochum wood.