ବଂଶୀଧର
ବଂଶୀଧର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବଂଶୀଧାରୀ—ଅନ୍ୟରୂପ)
ବଂଶୀଧରା, ବଂଶୀଧାରିଣୀସ୍ତ୍ରୀ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଉପପଦ ତତ୍ପୁରୁଷ; ବଂଶୀ+ଧର)[ସମ୍ପାଦନା]
ଯେ ହାତରେ ବଂଶୀ ଧରି ଥାଏ — Holding a flute.
ବିଶେଷ୍ୟ -[ସମ୍ପାଦନା]
ଶ୍ରୀକୃଷ୍ଣଙ୍କର ନାମ — A name of Ṡrīkṛshṇa.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ପୁରୁଷ ଲୋକଙ୍କୁ ଦିଆଯିବା ନାମ — A name given to males.