ବଅ ପଡ଼ିଆ
ବଅ ପଡ଼ିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବଅ ପଡ଼ିଆ
|
(ବ ପଡ଼ିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ+ପତିତ)[ସମ୍ପାଦନା]
ଲୁଗା ବୁଣିଲା ବେଳେ 'ବଅ' ପଡ଼ି ଯାଇଥିବା ଯୋଗୁଁ ଯେଉଁଠାରେ ଏକାଧିକ ଥର ଟାଣୀ ସୂତାର ଏକପାଖରେ ଭରଣୀ ସୂତା ବୁଣା ଯାଇଥାଏ — A defect the texture of a cloth due to the string-comb not having gone up and down regularly during weaving.
ବିଶେଷଣ -[ସମ୍ପାଦନା]
ବଅ ଦୋଷଯୁକ୍ତ (ଲୁଗା) — Defectively woven (cloth)