ବକ ଯନ୍ତ୍ର
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)[ସମ୍ପାଦନା]
କୌଣସି ଜଳମିଶ୍ରିତ ପଦାର୍ଥକୁ ନିଆଁରେ ବସାଇ ସେଥିରୁ ବାହାରିବା ବାମ୍ଫକୁ ବଗମୁଁହ ପରି ବଙ୍କା ନଳ ବାଟେ ନେଇ ଥଣ୍ଡା କରାଇ ଅରକ କାଢ଼ିବା ନିମନ୍ତେ ବ୍ୟବହୃତ ଯନ୍ତ୍ର —A crane-nacked apparatus used for distilling; a still; a retort.