ମଇରୀ ପରି ଲୋଟିବା
ମଇରୀ ପରି ଲୋଟିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ମଇରୀ ପରି ଲୋଟିବା
|
ମଇରୀ ଭଳିଆ ଗଡ଼ିବା, ମଇରୀ ଭଳିଆ ହେବା—ଅନ୍ୟରୂପ
ଦେଶଜ - କ୍ରି—(ସଂସ୍କୃତ - ମହୀ+ଓ. ଗଡ଼ିବା)[ସମ୍ପାଦନା]
ଶାରୀରିକ ଯନ୍ତ୍ରଣା ଛଟପଟ ହୋଇ ଭୂମିରେ ଲୋଟିବା (କବନ୍ଧ ପରି) — To rool or wallow on the ground in extreme agony or pain.