ରଇ କାଠ
ରଇ କାଠ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ରଇ କାଠ
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଚିତାଗ୍ନି ଜଳାଇବା ପାଇଁ ବ୍ୟବହୃତ କାଠ — Fuel for cremation; guel for funeral pyre.
=== ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ରଇକାଠ)
ପୋଖରୀର ମଧ୍ୟ— ସ୍ଥଳରେ ପୋତାଯିବା ବେଲ ଆଦି କାଠର ଖମ୍ୱ; ଜଳାଶୟ— ପ୍ରତିଷ୍ଠା ଉପଲକ୍ଷରେ ବ୍ୟବହୃତ ଯୂପ —A post of wood driven to the bottom of a pond at the middle on the occasion of its consecration.
[ଦ୍ରଷ୍ଟବ୍ୟ —ଏହାକୁ ଓଡ଼ିଆରେ ଦୀପିଦଣ୍ଡୀ ଓ ଗଞ୍ଜାମରେ ନଳାଦାଣ୍ଡୀ କହନ୍ତି]