ରକ୍ତ କାଟି ଦେବା
ରକ୍ତ କାଟି ଦେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ରକ୍ତ କାଟି ଦେବା
|
[ରକ୍ତରେ ବାଡ଼ ଦେବା—ଅନ୍ୟରୂପ]
ଅନୁବାଦ[ସମ୍ପାଦନା]
ରକ୍ତ କାଟି ଦେବା
|
(ରକ୍ତ ତୁଟା(ଟେ)ଇବା—ଅନ୍ୟରୂପ)
(ରକ୍ତ କଟିଯିବା, ରକ୍ତ ତୁଟିଯିବା—ବିଶେଷ୍ୟରୂପ)
ଦେ଼.କ୍ରିୟାପଦ -[ସମ୍ପାଦନା]
- ୧. ରକ୍ତସମ୍ପର୍କୀୟ କୁଟୁମ୍ୱିତାକୁ ଅଗ୍ରାହ୍ୟ କରି ଶତ୍ରୁତାଚରଣ କରିବା — ୧. To disregard the ties of blood- relations.
- ୨. ସାମାଜିକ ଉତ୍ସବାଦିରେ ରକ୍ତସମ୍ପକୀର୍ୟ କୌଣସି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ନ କରିବା —୨. To exclude a blood relation from invitation to one's social ceremonies.