ରକ୍ତ ପତାକା
ରକ୍ତ ପତାକା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ନାଲିଆ ବର୍ଣ୍ଣର ପତାକା — ୧. Red flag.
- ୨. (ଲକ୍ଷଣାର୍ଥ)— ଯୁଦ୍ଧରେ ବା ହତ୍ୟାରେ ରକ୍ତ କ୍ଷୟ ହେବାର ଆନ୍ଦୋଳନରେ ବା ଉଦ୍ୟମରେ ନେତୃତ୍ୱ —୨. Leadership of a movement where bloodshed is invitable.
- ୩. ହତ ଶତ୍ରୁର ରୁଧିରଞ୍ଜିତ ପତାକା —୩. Bloody flag; flag besmeared with the blood of the killed enemy.