ରକ୍ତ ଶୋଷକ
ରକ୍ତ ଶୋଷକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ରକ୍ତ ଶୋଷିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଉପପଦ; ରକ୍ତ+ଶୋଷକ)[ସମ୍ପାଦନା]
- ୧. ଯେ ରକ୍ତ ଶୋଷିନିଏ — ୧. Blood-sucking.
- ୨. ଶରୀରରୁ ରକ୍ତକୁ ଶୁଖାଇ ଦେବା (ଔଷଧ) —୨. (medicine) Having the power of effect of drying the blood in the system.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]
ରକ୍ତ ଶୋଷଣକାରୀ ଜୀବ —Blood-sucker.