ଶକ୍ତି ରହିତ
(ଶକ୍ତି ରହିତା—ସ୍ତ୍ରୀ)
(ଶକ୍ତି ରାହିତ୍ୟ—ବିଶେଷ୍ୟ)
ସାମର୍ଥ୍ୟହାନ; କ୍ଷମତାହୀନ; ନିର୍ବଳ —Powerless impotent; shorn or devoid of energy.