ସଂକରା
ସଂକରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଂକରା
|
(ସଙ୍କରା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂକର=ନୀଚଜାତୀୟ)[ସମ୍ପାଦନା]
ଏକ ପ୍ରକାର ବଣୁଆ କଦଳୀ; ସଙ୍କାର କଦଳୀ —A sort of inferior plantain or banana.
ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]
- ୧. (ଗାଳି) ବର୍ଣ୍ଣସଂକର —୧. (a term of abuse) A person of mixed caste
- ୨. ସଂକର୍ଷଣର ଅନାଦରାର୍ଥକ ଡାକନାମ —୨. Name for calling 'Samkarshaṇa in disregard.