ଜ୍ଞାନୋଦୟ
ଜ୍ଞାନୋଦୟ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜ୍ଞାନ+ଉଦୟ)[ସମ୍ପାଦନା]
- ୧. ମନୁଷ୍ୟ ମନରେ ଜ୍ଞାନ ବା ବୋଧରୂପ ସୂର୍ଯ୍ୟଙ୍କର ଆବିର୍ଭାବ —୧. The rise or dawn of knowledge in the human mind.
- ୨. ମନୁଷ୍ୟ ଜନ୍ମ ହେବା ପରେ ସର୍ବପ୍ରଥମେ ନିଜର ଜଗତରେ ଅସ୍ତିତ୍ୱ ବିଷୟର ଉପଲବ୍ଧି —୨. One's first consciousness of one's existence in the world as a responsible being.