କୃତାନ୍ତ
କୃତାନ୍ତ —
ଉଚ୍ଚାରଣ: Kṛutānta
ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) —
୧: ଅନ୍ତକ; ୟମ —୧. J̄ama, the Hindu God or regent of death.
୨: (ନ୍ୟାୟ) ପ୍ରମାଣିତ ପ୍ରତିଜ୍ଞା — ୨. (logic) A proved dogma or doctrine.
୩: ଦୈବ; ଭାଗ୍ୟ — ୩. Fate; luck; fortune; destiny.
୪: ଶନିଗ୍ରହ —୪. Planet Saturn.
୫: ଶନିବାର —୫. Saturday.
୬: ମନ୍ଦ ବା ପାପଯୁକ୍ତ କାର୍ଯ୍ୟ — ୬. Sinful action.
୭: ସିଦ୍ଧାନ୍ତ —୭. Resolution; decision.
୮: ଦ୍ବିତୀୟ ନକ୍ଷତ୍ର; ଦ୍ବିଜା — ୮. The second lunar mansion.
ସଂ. ବିଣ. —
ସମାପ୍ତ କରିଥିବା — Terminating; bringing to an end.