ଗଡ଼ଫସଲ
ଗଡ଼ଫସଲ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ତୁଳ. ହିନ୍ଦୀ - ଦଗଲ୍ ଫସଲ୍)[ସମ୍ପାଦନା]
- ୧. ଭଣ୍ଡାଭଣ୍ଡି କରିବା — ୧. Putting off on various excuses.
- ୨. ଦଗାବାଜି; ପ୍ରତାରଣା —୨. Cheating.
- ୩. କୌଣସି କାର୍ଯ୍ୟକୁ ହିଁ କରିବା ହିଁ କରିବା ବୋଲି ପକାଇ ରଖିବା —୩. Putting off the accomplishment of an act from time to time.