ଗୋଦରା
ଗୋଦରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଗୋଦରୀ—ସ୍ତ୍ରୀ)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]
ଶ୍ଳୀପଦ ରୋଗଯୁକ୍ତ (ବ୍ୟକ୍ତି) — (person) Suffering from elephantiasis and having swollen legs.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]
ଟୋକେଇ, ବାଉଁଶିଆ ଆଦି ବୁଣିବା ନୀଚ ଶୂଦ୍ର ଜାତିବିଶେଷ —A low caste of Ṡūdras who weave baskets.