ରୟଣୀ
ରୟଣୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ପ୍ରାଚୀନ ଓଡ଼ିଆ ସଂସ୍କୃତ - ରଜନୀ;ପ୍ର. ରଅଣି)[ସମ୍ପାଦନା]
- ୧. ରଜନୀ; ରାତ୍ରି —୧. The night.
[ଉ—ସମ୍ପୂର୍ଣ୍ଣ ରୟଣୀ ଅଧ ହୋଇଲେକ ନିଶି ପ୍ରାଚୀ—ରହସ୍ୟମଞ୍ଜରୀ]
- ୨. ରହଣି; ରହିବା —୨. Resting; stopping.
- ୩. ବିଶ୍ରାମ —୩. Rest.
- ୪. ବିଶ୍ରାମ ସ୍ଥାନ; ଆଶ୍ରୟ — ୪. Shelter; a place for resting.
- ୫. ଅବକାଶ; ଅବସର —୫. Leisure.