ଠୁକା ଠୁକି
ଠୁକା ଠୁକି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଦୁଇ ଜଣଙ୍କ ମଧ୍ୟରେ ସାମାନ୍ୟ ଉତ୍ତର— ପ୍ରତ୍ୟୁତ୍ତର ବା କଳି — ୧. A breeze; slight verbal attercation.
- ୨. ପରସ୍ପର ମଧ୍ୟରେ ସାମାନ୍ୟ ଶବ୍ଦରେ ଆଘାତ ପ୍ରତିଘାତ —୨. Mutual pecking at each other.
ଚଢ଼େଇ ଦିଓଟି ଠୁକାଠୁକି—ଶିଶୁକ୍ରୀଡ଼ା ଗୀତ