Jump to content

ବରତ

ଉଇକିଅଭିଧାନ‌ରୁ

ବରତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବର୍ତ୍ତ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବ୍ରତ)[ସମ୍ପାଦନା]

୧. ବ୍ରତ (ଦେଖ) - —୧. Brata (See).

କି ନୀତି କି ଜାତି ଶୀଳ, କି କୁଳ ବରତ ଫଳ, ଠଉରି ପାରିଲା ମୋ ମତିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ କ. ଗୀତ

୨. ଅନନ୍ତବ୍ରତ ପରି କୌଣସି ବିଶିଷ୍ଟ ବ୍ରତ ଉପଲକ୍ଷରେ ବ୍ରତ— ଧାରୀର ହାତରେ ବନ୍ଧାଯିବା ବାଜୁବନ୍ଧ —୨. An amulet worn on the ocasion of Anantabrata.