ଗଉଁଠାଳଫିଟା
ଗଉଁଠାଳଫିଟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥିମୋଚନ)[ସମ୍ପାଦନା]
ବିବାହର ପରବର୍ତ୍ତୀ ଶୁକ୍ଳ ଦ୍ୱିତୀୟ ଦିନ ବର—କନ୍ୟାଙ୍କ ଚନ୍ଦ୍ର ବନ୍ଦାପନା ହେବା ପରେ ବିବାହ ବେଦିରେ ପାଞ୍ଚ ଓ ବଉଳପାଟରେ ପକାଯାଇଥିବା ଗଇଁଠାଳ (ଗଣ୍ଠି) ଫିଟାଯିବା ବିଧି — The ceremony of untying the marriage- knot.
[ ଦ୍ର—ଅନେକ ଅ଼ଞ୍ଚଳରେ ବିବାହର ଏକବର୍ଷ ପରେ ଏହି ବିଧି ଅନୁଷ୍ଠିତ ହୁଏ]