ଉଇକିଅଭିଧାନ:ବଛା ଶବ୍ଦ/୨୦୧୬/ଅଗଷ୍ଟ
< ଉଇକିଅଭିଧାନ:ବଛା ଶବ୍ଦ | ୨୦୧୬
ରାଜା
ଉଚ୍ଚାରଣ: rājā
ସ୍ତ୍ରୀ: ରାଜ୍ଞୀ
ଶବ୍ଦ ବିନ୍ୟାସ: ରଞ୍ଜ ଧାତୁ(=ପ୍ରଜାମାନଙ୍କୁ ପ୍ରୀତି କରିବା)+କର୍ତ୍ତୃ ଅନ୍; କିମ୍ୱା ରାଜ୍ ଧାତୁ(=ଶୋଭା ପାଇବା)+କର୍ତ୍ତୃ ଅନ୍; (ରାଜନ୍ ଶବ୍ଦ ୧ମା ୧ବ)
ସଂସ୍କୃତ - ବିଶେଷ୍ୟ - ପୁଂ —
- ନରପତି; ରାଜା; ନୃପତି; ଭୂପତି
- ଏକ ଶ୍ରେଣୀର ବହୁ ବସ୍ତୁ ବା ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ବସ୍ତୁ ବା ବ୍ୟକ୍ତି