ଉଇକିଅଭିଧାନ:ବଛା ଶବ୍ଦ/୨୦୧୬/ଡିସେମ୍ବର
< ଉଇକିଅଭିଧାନ:ବଛା ଶବ୍ଦ | ୨୦୧୬
ଚଉପାଢ଼ୀ
(file) |
ଉଚ୍ଚାରଣ: Chaupāṟḍ̠ẖī
ଶବ୍ଦ ବିନ୍ୟାସ: ସଂସ୍କୃତ - ଚତୁଷ୍ପାଠୀ; ଯେଉଁଠାରେ ୪ ବେଦ ଆଧ୍ୟାପନା କରାଯାଉଥିଲା
ଦେଶଜ - ବିଶେଷ୍ୟ —
- ଗ୍ରାମ୍ୟବିଦ୍ୟାଳୟ; ପାଠଶାଳା
- ଉପରେ ଛାତ ବା ଛପର ଥିବା କିନ୍ତୁ ଚାରିଆଡ଼େ ଖୋଲା ଥିବା ବୈଠକ ଘର