ଉଇକିଅଭିଧାନ:ବଛା ଶବ୍ଦ/୨୦୨୧/ମଇ

ଉଇକିଅଭିଧାନ‌ରୁ

ଗଟାପର୍ଚା

ଶବ୍ଦ ବିନ୍ୟାସ: ମାଳାୟ ଭାଷା. ଗଟା=ଅଠା+ପର୍ଚା=ଗଛ; ଇଂରାଜୀ - ଗଟ୍ଟାପର୍ଚା
ବୈଦେଶଜ - ବିଶେଷ୍ୟ

  1. ମାଳୟ ଦ୍ୱୀପପୁଞ୍ଜର କେତେକ ବୃକ୍ଷର ଅଠାକୁ ଶୁଖାଇ ଘନୀଭୂତ କରି ତହିଁରୁ ପ୍ରସ୍ତୁତ କରିବା ରବରପରି ବସ୍ତୁ