ଉଇକିଅଭିଧାନ:ବଛା ଶବ୍ଦ/୨୦୨୩/ଜୁଲାଇ

ଉଇକିଅଭିଧାନ‌ରୁ

ପଣିକିଆ

ଉଚ୍ଚାରଣ: Paṇikiā
ଦେଶଜ - ବିଶେଷ୍ୟ

  1. ପଣ ସମ୍ୱନ୍ଧୀୟ ଗଣିତ

[ଦ୍ରଷ୍ଟବ୍ୟ —ଗଣିତ ଗୁଣନ ଓ ହିସାବ ମୁଖସ୍ଥ କରିବାର ନାନାପ୍ରକାର ପଣିକିଆ ଅଛି ଯଥା— ସାଧା ପଣିକିଆ; ପାହି ପଣିକିଆ; କଡ଼ାଗଣ୍ଡା ପଣିକିଆ]