ଶବ୍ଦାର୍ଥ:
କଟକୋଳ — ଉଚ୍ଚାରଣ: Kaṭakoḻa
ସଂ. ବି. (କଟ=ନିଷ୍ଠୀବନ+କୋଳ=ଆଧାର) —
ନିଷ୍ଠୀବନପାତ୍ର; ପିକଦାନି — Spittle-pot; spittoon.