କଟଫଳା
କଟଫଳା —
ଉଚ୍ଚାରଣ: Kaṭphaḻā
ସଂ. ବି. ସ୍ତ୍ରୀ. (କଟ୍ଫଳ+ସ୍ତ୍ରୀ. ଆ) —
୧: ଗମ୍ଭାରୀଗଛ ଓ ଫଳ — ୧. Gmelina Arborea (tree and its fruit.)
୨: ବୃହତୀ; ଭେଜି ବାଇଗଣ —୨. Solanium Indicum.
୩: ବାଇଗଣ; ବାର୍ତ୍ତାକୀ —୩. Brinjal plant and its fruit; eggplant and its fruit.