କଟ୍ଫଳ
କଟ୍ଫଳ —
ଉଚ୍ଚାରଣ: Kaṭphaḻa
ସଂ. ପର୍ୟ୍ୟାୟ—କଟ୍ଫଳ,
ସୋମବକ୍ସ,
କୌଟନ୍ୟ, କୁମ୍ଭିନା, ଶ୍ରାପର୍ଣ୍ଣିକା,
କୁମୁଦିକା, ଭଦ୍ରା, ଭଦ୍ରବତୀ
କଫଡ଼ି, ଉଗ୍ରଗନ୍ଧ, ରଞ୍ଜନକ কটছাল; কায়ফল कायफल,काईफल ଫା. ଦାରଶିଶାନ
ଆ. ଉଦୁଲ୍ବର୍କ
ତେ. ପାପର ବୁଡ଼ଂ
ମ. କୁମ୍ଭ୍ୟାଚିଶାଲ, ଫଲ୍ଲ.
ସଂ. ବି —
କାଫଡ଼; ହିମାଳୟ ବା ଖାସିଆ ପାହା଼ଡ଼ରେ ଜାତି ଆରଣ୍ୟ ତରୁବିଶେଷ —Myrica Sapida.
[ଦ୍ର—ଏହାର ଛାଲ ସୁଗନ୍ଧ ଓ କଷାୟ; ଔଷଧରେ ଲାଗେ; ଏହାର ଛାଲ କଟୁ, କଷାୟ, ତିକ୍ତ, ବାୟୁ, କଫ, ଜ୍ବର, ଶ୍ବାସ ପ୍ରମେହ, ଅର୍ଶ, କାଶ ଓ ଆରୁଚି ବିନାଶକ]