କଟ୍ଵଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟ୍ବଙ୍ଗ
ଉଚ୍ଚାରଣ: Kaṭwaṅga

ସଂ. ବି. (ବହୁବ୍ରୀହି; କଟୁ+ଅଙ୍ଗ) —

୧: ଫଣଫଣା (ଦେଖ) ୧. Phaṇaphaṇā (See)

୨: (ନାମ) ସୂର୍ଯ୍ୟବଂଶୀୟ ରାଜାବିଶେଷ; ଦିଲୀପ — ୨. Name of a king of the Solar dynasty.

(କଟ୍ବଙ୍ଗୀ—ସ୍ତ୍ରୀ)

ସଂ. ବିଣ. ପୁଂ —

ଯାହାର ଅଙ୍ଗ କଠିନ; କଠିନାଙ୍ଗ — Sturdy; hard-limbed.