କଢ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଢ଼ା
ଉଚ୍ଚାରଣ: Kaṟḍ̠ẖā
किल्ला

ଦେ. ବି. (ସଂ. କଟାହ; ଏହାର ଆକୃତି କଟାହ ପରି ଥିବାରୁ) —

୧: ବାଦ୍ୟବିଶେଷ — ୧. A kind of drum.

କଢ଼ା ମୃଦଙ୍ଗ ଶଙ୍ଖ ସୁର—ନୀଳାଦ୍ରି ମହୋଦୟ

୨: (ସଂ. କଳି)—ଅଙ୍କୁର; ଗଜା — ୨. Young shoots or sprouts of plants.

୩: ଗଛର ଗଣ୍ଡି ବା ଡାଳରୁ ବାହାରିବା କୁଆଁ — ୩. New shoots coming out from the trunk of branch of a tree.

୪: (ସଂ. କର୍ଷଣ) କାଢ଼ିବା ବା ବାହାର କରିବା ପ୍ରକ୍ରିୟା — ୪. Act of bringing out.

୫: ବାଉଁଶ ବା ଗବପତ୍ରରେ ଲାଗିଥିବା ଏକ ପ୍ରକାର ସମ୍ବାଳୁଆ ପୋକ (ଉକ୍ତ ପତ୍ରକୁ ଗୋରୁ ଖାଇଲାବେଳେ ଯେବେ ଅକସ୍ମାତ୍ ଉକ୍ତ ପତ୍ରରେ ଥିବା କଢାକୁ ପତ୍ର ସଙ୍ଗେ ଖାଇପକାଏ ତେବେ ଗୋରୁ ପେଟ ଫୁଲାଇ ମରିଯାଏ — ୫. A kind of poisonous caterpillar found in bamboo and castor-seed leaves.

ଦେ. ବିଣ (ସଂ. କୃଷ୍ଟ) —

ବାହାର କରାହୋଇଥିବା —Brought out.

ଗ୍ରା. ବିଣ. ସ୍ତ୍ରୀ. (ଗାଳି) —

କାହ୍ଲା (ଦେଖ) Kahḻā (See)