କଢ଼ାଣିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଢ଼ାଣିଆ
ଉଚ୍ଚାରଣ: Kaṟḍ̠ẖāṇiā
অগুত্র্প্র

ଦେ. ବି. —

ଯେ ବାଟ କଢ଼ାଇ ନିଏ —A guide; conductor.

ପଛରେ ମଙ୍ଗଧରା, ଆଗମଙ୍ଗରେ ବାଟକଢାଣିଆ ଛିଡ଼ା ଫକୀରମୋହନ. ଗଳ୍ପସ୍ବଳ୍ପ