କଣପଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣପଶା
ଉଚ୍ଚାରଣ: Kaṇapaṡā

ଗ୍ରା. ବିଣ. ପୁଂ. (ଯେ ସର୍ବଦା ଗୃହ କୋଣରେ ପଶି ଥାଏ) —

ଲାଜକୁଳା —Shy; loving to stay in the house.