କଣ୍ଠାଗ୍ରତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠାଗ୍ରତ
ଉଚ୍ଚାରଣ: Kaṇṭhāgrata

ଗ୍ରା ବିଣ. (ସଂ. କଣ୍ଠାଗତ) —

୧: କଣ୍ଠାଗତ (ଦେଖ) ୧. Kaṇṭhāgata (See)

୨: କଣ୍ଠାଗତପ୍ରାଣ (ଦେଖ) ୨. Kaṇṭhāgataprāṅa (See)

୩: ଅତିଶୟ ବ୍ୟସ୍ତ ବା ଆକ୍ରାନ୍ତ; ବିପନ୍ନ; ବିପଦ୍ଗ୍ରସ୍ତ — ୩. Afflicted.

୪: ଆସନ୍ନମୃତ୍ୟୁ —୪. Dying.

ଦେ. ବି —

ପ୍ରାଣ କଣ୍ଠାଗତ ହେବାର ଅବସ୍ଥା; ଅତ୍ୟନ୍ତ ଆକ୍ରାନ୍ତ ଅବସ୍ଥା —Distressed condition