କଣ୍ଠ୍ୟୌଷ୍ଠ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠ୍ୟୌଷ୍ଠ୍ୟ
ଉଚ୍ଚାରଣ: Kaṇṭhy&aline;&uline;shṭhya

ସଂ. ବିଣ. (ବ୍ୟାକରଣ) (କଣ୍ଠ୍ୟ+ଓଷ୍ଠ) —

ଯେଉଁ ବର୍ଣ୍ଣର ଉଚ୍ଚାରଣସ୍ମାନ କଣ୍ଠ ଓ ଓଷ୍ଠ — (Grammar) Labioguttural (letters).

[ଦ୍ର—ଓ, ଔ କଣ୍ଠ୍ୟୌଷ୍ଠ୍ୟ ବର୍ଣ୍ଣ]