କନ୍ଧୁଅ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଧୁଅ
ଉଚ୍ଚାରଣ: Kandhua

ଗ୍ରା. ବିଣ. (ସଂ. ସ୍କନ୍ଧ) —

କାନ୍ଧ ଉପରେ ବସାଇ ବୁହା ହେବା (ଶିଶୁଆଦି) —(children) Carried astride on the shoulders.

ଦେ. ବି. —

ଶିଶୁଆଦିଙ୍କୁ କାନ୍ଧରେ ବସାଇବା — Carrying a child astribe on the shoulders.