କଫକୃର୍ଚ୍ଚିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫକୃର୍ଚ୍ଚିକା
ଉଚ୍ଚାରଣ: Kaphakūrchchikā

ସଂ. ବି. ସ୍ତ୍ରୀ. (କଫ+କୂର୍ଚ୍ଚିକା=ପାଣିଫାଟିଯିବା ଦୁଗ୍ଧ—ପରି ଦେଖାଯିବା କଫ) —

୧: ଖଙ୍କାର — ୧. Spittle or mucus coming out of the mouth on account of cold.

୨: ସିଘାଂଣି;ନାସାନିର୍ଗତ ଶ୍ଳେଷା —୨. The mocus coming out out of the nostrils on account of cold.