କବାଟକୁଣିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଟକୁଣିଆଁ
ଉଚ୍ଚାରଣ: Kabāṭakuṇiāñ

ଗ୍ରା. ବିଣ —

୧: ଯେଉଁ ବ୍ୟକ୍ତି ଭୟ ବା ଲଜ୍ଜାରେ ଘର ଭିତରେ ଲୁଚି ରହେ —୧. (a person) concealing himself inside the house through fear or shame.

୨: ଗୋପନୀୟ (ବିଷୟ) — ୨. Underhand (matter).

୩: ଗୁପ୍ତମନ୍ତ୍ରଣା ଦ୍ବାରା ସ୍ଥିରୀକୃତ — ୩. Settled by secret consultation.