କରକଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରକଚ
ଉଚ୍ଚାରଣ: Karakacha
করকচ करकच

ଦେ. ବି. (ସଂ. କଡ଼କ) —

ଏକ ପ୍ରକାର ସମୁଦ୍ର—ଲବଣ — A kind of sea-salt.

[ଦ୍ର—ଲୁଣ ଦୁଇ ପ୍ରକାର ପ୍ରଣାଳୀରେ ତିଆରି ହୁଏ; ସେହି ଦୁଇ ପ୍ରକାର ଲୁଣର ନାମ କରକଚ ଓ ପଙ୍ଗା ସମୁଦ୍ର କୂଳର ଜମିରେ କିଆରି କରି ସେଥିରେ ସମୁଦ୍ରପାଣି ମଡ଼ା ପାଣିକୁ ପବନ ଓ ଖରାରେ ଶୁଖାଇବା ପରେ ଭୂମିରୁ ରାମ୍ପି କରି ଯେଉଁ ଲୁଣ କରାଯାଏ ତାକୁ କରକଚ ଲୁଣ ଓ ସମୁଦ୍ରପାଣିକୁ ଜାଳ ଦେଲେ ଯେଉଁ ଲୁଣ ହାଣ୍ଡିତଳେ ବସିଯାଏ ତାକୁ ପଙ୍ଗା ଲୁଣ କହନ୍ତି]

ଗ୍ରା. ବିଣ. (ସଂ. କର୍କଶ) —

କର୍କଶ —Rough.