କରମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମ
ଉଚ୍ଚାରଣ: Karama
করম करमात

ଗ୍ରାମ୍ୟ ପଦ୍ୟ- ବି. (ସଂ. କର୍ମ) —

୧: କର୍ମ; କାର୍ଯ୍ୟ — ୧. Work; action.

୨: କ୍ରିୟାକାଣ୍ଡ; ଶାସ୍ତ୍ରୋକ୍ତ ଅନୁଷ୍ଠାନ — ୨. Rituals; prescribed ceremonials.

ଦ୍ଵାଦଶ କରମ ସାରି ସେ ମଦନାବତୀ ପୀତାମ୍ବର. ନୃସିଂହପୁରାଣ

୩: କପାଳ; ଭାଗ୍ୟ —୩. Luck; fortune.

ପରମପଦବୀ ଲଭିହେଲେହେଁ ଯେବେ କଲମରେ ଅଛି ଦୁଃଖ କବିସୂର୍ଯ୍ୟ. ସଙ୍ଗୀତ.