କର୍ମବନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମବନ୍ତ
ଉଚ୍ଚାରଣ: Karmabanta

ଗ୍ରା. ବିଣ. (ସଂ. କର୍ମନ୍+ ବତ୍ ପ୍ରତ୍ୟୟ) —

ଭାଗ୍ୟବାନ — Fortunate; lucky.

ଦୁହେଁ ଭାବନ୍ତି ସେ କର୍ମବନ୍ତ ମଧ୍ଯେ ସାର—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ