କଳଙ୍କୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଙ୍କୁଣୀ
ଉଚ୍ଚାରଣ: Kaḻaṅkuṇī

ଗ୍ରା. ବିଣ. ସ୍ତ୍ରୀ. (ସଂ. କଳଙ୍କିନୀ) —

୧: କଳଙ୍କଯୁକ୍ତା (ସ୍ତ୍ରୀ) — ୧. Disrepputable; (women) of ill repute.

ଏଡ଼େ ରାଜକୁଳେ ଜନ୍ମ ଲଭି ତୁହି ହେଲୁ ପୁଣି କଳଙ୍କୁଣୀ— ରାଧାନାଥ. ପାର୍ବତୀ