କଳଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଣ
ଉଚ୍ଚାରଣ: Kaḻaṇa

ଗ୍ରା. ପଦ୍ୟ. ବି —

କଳନ (ଦେଖ) — Kaḻana (See)

ଗ୍ରା. ବିଣ —

୧: ବଶୀଭୁତ —୧. Subjugated; brought under control.

(ଯଥା—ବଶୀଭୂତ ହେବା ପକ୍ଷର ବଶକାରୀଦ୍ବାରା ବଳ କଳିତ ହେବାରୁ ଏ ଅର୍ଥ)

ରାମଚନ୍ଦ୍ର ବଳେ ପୃଥୀ ହୋଇଲା କଳଣ—ଗୁରୁଭକ୍ତିଗୀତ