କାଇଥି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇଥି
ଉଚ୍ଚାରଣ: Kāithi
কাএথী कौथ

ଦେ. ବି. —

ବିହାର ଓ ଛୋଟନାଗପୁରରେ ପ୍ରଚଳିତ ସଂସ୍କୃତ— ମୂଳକ ଭାଷାବିଶେଷ —A character used in bihar akin to Nāgari character.

[ଦ୍ର—ଏ ଭାଷାର ଅକ୍ଷରମାନ ଦେବନାଗର ଅକ୍ଷର ପରି, କିନ୍ତୁ ଅକ୍ଷରମାନଙ୍କ ମୁଣ୍ଡ ଉପରେ ଗାର ପଡ଼େ ନାହିଁ ଏ ଭାଷା ବିହାରରେ କୋର୍ଟପ୍ରଚଳିତ ଭାଷାରୂପେ ପରିଗଣିତ]