କାନ୍ତର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ତର
ଉଚ୍ଚାରଣ: Kāntara

ଗ୍ରା. ଅ. (ସଂଖ୍ୟା ଓ ସମୟବାଚକ ବିଶେଷ୍ୟ ଶବ୍ଦ ପରେ ଲାଗେ; ସଂ. କିମ୍+ଚିତ୍) —

ପ୍ରାୟ —Nearly; about.

(ଯଥା—ମତେ ଟଙ୍କାଏ କାନ୍ତର ଉଧାର ଦିଅ)

ଗ୍ରା. ବିଣ —

କିମ୍ବା ତତ୍ପରିମିତ Or thereabouts.

(ଯଥା—ବର୍ତ୍ତମାନ ଅଧସେରେ କାନ୍ତର ଦୁଧ ହେଲେ ମୋ କାମ ଚଳି ୟାଆନ୍ତା)