କାଲିପରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲିପରି
ଉଚ୍ଚାରଣ: Kālipari

ଦେ. ଅ. (ସଂ. କଲ୍ୟ ଓ ପରେଦ୍ଯୁସ୍) —

୧: ଗତକାଲି ବା ତହିଁର ପୂର୍ବବର୍ତ୍ତୀ ଦିନରେ —୧. Yesterday or day before.

୨: ଆଗାମୀ କାଲି ବା ପରବର୍ତ୍ତୀ ଦିନରେ — ୨. Tomorrow or day after.

୩: (ସଂ. କଲ୍ୟ+ପ୍ରାୟ) ଅଳ୍ପଦିନ ତଳେ (ଘଟି ଥିବା ବିଷୟ); ସତେ ଯେପରି କାଲି ଘଟିଲା ପରି (ପ୍ରତୀତ ହେବା ଘଟନା) — ୩. (seeming) Like an event of yesterday; very recent (event).

୪: ଅତି ଅଳ୍ପଦିନ ପରେ — ୪. In the very near future.