କାଳି ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳି ଦେବା
ଉଚ୍ଚାରଣ: Kāḻi debā
কালিদেওয়া तुलाना

ଦେ. କ୍ରି —

୧: ଶଗଡ଼ର ଅଖରେ ତେଲକାଣ୍ଟିଆଦି ଦେବା — ୧. To apply sediment of oil on the axle of a cart for the hubricating the nave of the cart-wheel.

୨: (ଲକ୍ଷଣାର୍ଥ) କଳଙ୍କିତ କରିବା — ୨. (figurative) To disgrace.

(ଯଥା—ସେ ଅଧମ ଆମ କୂଳରେ କାଳି ଦେଲା)

୩: ଧାର ସୂତ୍ରେ ପଣ୍ୟ ଦ୍ରବ୍ୟାଦି ଉଠାଣ ଦେବା — ୩. To sell commodities on credit.