କାଷ୍ଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଟା
ଉଚ୍ଚାରଣ: Kāshṭā

ଗ୍ରା. ବି. (ସଂ. କାଷ୍ଟା) —

୧: ପରାକାଷ୍ଠା — ୧. Acme; maximum.

୨: ନିଷ୍ଠାପରତା — ୨. Steadiness; perseverance.

୩: (ସଂ. କଷ୍ଟ) ଅତିରିକ୍ତ ନିୟମାନୁବର୍ତ୍ତିତା — ୩. Overstrictness; discipline.

ଗ୍ରା. ବିଣ —

୧: ନିଷ୍ଠାଯୁକ୍ତ — ୧. Steady; persevering.

୨: (ସଂ. କାଷ୍ଠ) ଜଳହୀନ; ନିର୍ଜଳ — ୨. Waterless.

୩: କଷ୍ଟମୟ —୨. Full of hardship; hard.