କିଆତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଆତି
ଉଚ୍ଚାରଣ: Kiāti
কেমন कैसा

ଗ୍ରା. ବିଣ. (ସଂ. କିମ୍ ଓ ଜାତି) —

୧: କି ପ୍ରକାରର — ୧. Of what kind.

୨: କେଉଁ ଶ୍ରେଣୀର —୨. Of what class.

ଦେ. କ୍ରି. ବିଣ —

କି ପ୍ରକାରେ; କିପରି — How; in what way or manner.

କିଅତି? ମଗୁଶିର ମାସେ ନୂଆ ଗୁଡ଼ ଖାଇ କଣ୍ଡୁ କୁଣ୍ଡେଇଲେ ୟିଆଦି ଢଗ

[ଦ୍ର—ତୁଳ. ଇଆତି=ଏପରି; ୟିଆତି=ଯେପରି; ସିଆତି= ସେପରି]