କୁଆଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଡ଼
ଉଚ୍ଚାରଣ: Kuāṟḍ̠a
কোনদিগ; কোথা किसओर, कहाँ

ଗ୍ରା. ବି. (ସଂ. ବି. ଓ ଅର୍ଦ୍ଧ) —

୧: କେଉଁ ଆଡ଼; କେଉଁ ଦିଗ — ୧. Which side or direction.

୨: ଅନିଶ୍ଚିତ ଦିଗ ବା ଦେଶ — ୨. Uncertain side or country.

୩: କେଉଁ ଅଞ୍ଚଳ ବା ଦେଶ — ୩. Which country.

[ଦ୍ର—ଏହି ଶବ୍ଦର ୨: ୟା ବିଭକ୍ତିରେ କୁଆଡ଼ିକୁ, ୫: ମୀରେ କୁଆଡ଼ୁ; କୁଆଡ଼ରୁ, ୬: ଷ୍ଠୀରେ କୁଆଡ଼ର, ୭: ମୀରେ କୁଆଡ଼େ ପଦମାନ ନିଷ୍ପନ୍ନ ହୁଏ]

ଗ୍ରା. ବିଣ —

କୁଆଡ଼ିକା (ଦେଖ) Kuāṟḍ̠ikā (See)