କୁଆଡ଼ିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଡ଼ିକା
ଉଚ୍ଚାରଣ: Kuāṟḍ̠ikā
কোথাকার कहाँका

ଗ୍ରା. ବିଣ —

୧: କେଉଁଆଡ଼ର; କେଉଁଦିଗର — ୧. Of what side.

୨: କେଉଁ ଅଞ୍ଚଳର —୨. Of what country.

୩: କାହୁଁଅଇଲା; ଅପରିଚିତ;ଅଜ୍ଞାତକୁଳଶୀଳ — ୩. Strange; of unknown antecedents.

୪: ଆଶ୍ଚର୍ୟ୍ୟଜନକ —୪. Wonderful.

୫: ଅଶ୍ରୁତପୂର୍ବ —୫. Unheard of.